କାହିଁକି ରାଗି ଗଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ?, ଦେଖନ୍ତୁ ଭିଡିଓ...

Oneindia Odia 2021-05-12

Views 25

ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ନୂଆପଡ଼ାସ୍ଥିତ ବାଲିସାହି ବସ୍ତିବାସିନ୍ଦା ଦୁର୍ଦ୍ଦଶା ଭୋଗିଛନ୍ତି । ତେବେ ଯାହା ପାଇଁ ରାଗିଯାଇଥିଲେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ।
#ପ୍ରଭାତ_ବିଶ୍ବାଳ #କାଳବୈଶାଖୀ_ବର୍ଷା #CMC_Commissioner

Share This Video


Download

  
Report form
RELATED VIDEOS