କେବେ ଚେତିବେ ନବୀନ ?- THE quiver

The Quiver News 2022-06-02

Views 1

ଯାହାହେଉ, ସଦବୁଦ୍ଧି ଆସିଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କର । ପ୍ରଥମ ପାଳିର ସରକାର ପରେ ଦ୍ୱିତୀୟ ପାଳିରେ, ଅଯୋଦ୍ଧା ଓ ମଥୁରା ଭଳି ଧାର୍ମିକସ୍ଥଳୀରେ ମଦକୁ ବନ୍ଦ କଲେ । ଆଉ ମଦ ଦୋକାନୀଙ୍କୁ କହିଲେ, କ୍ଷୀର ବିକ୍ରି କର । ଆଉ ଆମ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଅଯୋଦ୍ଧା, ମଥୁରା ଠାରୁ କିଛି କମ୍ ନୁହେଁ । ଦେଶର ଚାରି ଧାମରୁ ଗୋଟିଏ ଧାମ ହେଉଛି ଶ୍ରୀକ୍ଷେତ୍ର । ଯଦି ଅଯୋଦ୍ଧାରେ ମଦ ବନ୍ଦ ହୋଇପାରୁଛି, ତେବେ ଶ୍ରୀକ୍ଷେତ୍ର ପୁରୀରେ କାହିଁକି ନୁହେଁ? ଦେଖନ୍ତୁ ଏହି ରପୋର୍ଟ...
#thequiver #latestnews #odishanews Yogi Adityanath Naveen Patnaik #liquorshop #latestupdate #Puri

Share This Video


Download

  
Report form
RELATED VIDEOS