ଛତିଶଗଡରେ ନକ୍ସଲଙ୍କ ବଡ଼ ଆକ୍ରମଣ, ୮ ଯବାନ ଶହୀଦ

ETVBHARAT 2025-01-06

Views 1

ନକ୍ସଲ ଖଞ୍ଜିଥିବା ‘ଆଇଇଡି’ ବିସ୍ଫୋରଣରେ ଉଡିଗଲା ଯବାନଙ୍କ ଭ୍ୟାନ୍‌ । ସମସ୍ତ ଶହୀଦ ‘ଡିଆରଜି’ ୟୁନିଟର ସୂଚନା । ଘଟଣାସ୍ଥଳକୁ ଗଲେ ବ୍ୟାପକ ଫୋର୍ସ ।

Share This Video


Download

  
Report form
RELATED VIDEOS