ଖୋଲିବ ଋଷି ମୃତ୍ୟୁ ରହସ୍ୟ ପେଡି, ବଢିପାରେ BJD ବିଧାୟକଙ୍କ ଅଡୁଆ

ETVBHARAT 2025-01-10

Views 12

10 ବର୍ଷ ତଳର ରାଜଧାନୀର ଚର୍ଚ୍ଚିତ ଋଷି ମୃତ୍ୟୁ ରହସ୍ୟ ପେଡି ଖୋଲିପାରେ । ଏହି ରହସ୍ୟ ଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକଙ୍କ ସୂଚନା । ପ୍ରତିକ୍ରିୟା ରଖିଲେ ପୂର୍ବତନ ମେୟର

Share This Video


Download

  
Report form