କଫି ବଗିଚାରେ ଫଳିଛି ଅଳେଇଚ, କୋରାପୁଟରେ ନୂତନ ସମ୍ଭାବନାକୁ ନେଇ ଚାଷୀ ଖୁସ୍‌

ETVBHARAT 2025-01-13

Views 0

କୋରାପୁଟ ବ୍ରାଉନ ଭ୍ୟାଲି କଫି ବଗିଚାରେ ଅଳେଇଚ ଚାଷ କରି ଲାଭବାନ ଚାଷୀ । ବର୍ଷକୁ 2 କ୍ବିଣ୍ଟାଲ ଉତ୍ପାଦନ ହେଉଥିବା ବେଳେ କେଜି ପ୍ରତି 2500 ଟଙ୍କାରେ ବିକ୍ରି ହେଉଛି ।

Share This Video


Download

  
Report form
RELATED VIDEOS