ଜରୁରିକାଳୀନ ସ୍ଥିତିରେ ଯାଇଥିଲେ ଜେଲ, ଓଡିଶାର ଏହି ରାଜନେତା ମାନେ ପାଇବେ ପେନସନ୍‌

ETVBHARAT 2025-01-14

Views 1

ମିସା ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ 20 ହଜାର ଟଙ୍କାର ପେନସନ । ଏହା ସହ ମେଡିକାଲ ଖର୍ଚ୍ଚ ଓ ଟ୍ରେନ ଯାତ୍ରା ବହନ କରିବେ ରାଜ୍ୟ ସରକାର ।

Share This Video


Download

  
Report form
RELATED VIDEOS