ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ, FAQ ମାନର ଧାନ ଆଣନ୍ତୁ ଚାଷୀ: ଯୋଗାଣ ମନ୍ତ୍ରୀ

ETVBHARAT 2025-01-17

Views 0

ଭଦ୍ରକ ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ । ଧାନ ନ ଉଠାଇଲେ ବ୍ଲାକ ଲିଷ୍ଟେଡ୍‌ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

Share This Video


Download

  
Report form
RELATED VIDEOS