ଆୟକରଦାତା ରାସନ ପାଉଥିଲେ କାର୍ଡରୁ ପଡିବେ ବାଦ: ଯୋଗାଣ ମନ୍ତ୍ରୀ

ETVBHARAT 2025-01-18

Views 2

ଆୟକରଦାତାଙ୍କ ରାସନ କାର୍ଡ ଥିବା ତଥ୍ୟ ଆସିଥିବା କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଫିଲ୍ଡି ଭେରିଫିକେସନ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଲେ ମନ୍ତ୍ରୀ ।

Share This Video


Download

  
Report form
RELATED VIDEOS