ପୁରୀରେ ଅଭାବନୀୟ ଘଟଣା, ଘଣ୍ଟେ କାଳ ଅନ୍ଧାରରେ ବୁଲିଲେ ରାଜ୍ୟପାଳ

ETVBHARAT 2025-04-20

Views 1

ପୁରୀରେ ଅଭାବନୀୟ ଘଟଣା । ଦୀର୍ଘ ଏକ ଘଣ୍ଟା ଅନ୍ଧାରରେ ରହି ଲୋକଙ୍କୁ ଭେଟିଲେ ରାଜ୍ୟପାଳ । ଟାଟା ପାୱାରର ଅବହେଳାକୁ ସାଧାରଣରେ କଡା ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ।

Share This Video


Download

  
Report form
RELATED VIDEOS