ଡିଜିପିଙ୍କୁ ଫେରାଦ ହେଲା ବିଜେଡି, ପୂର୍ବତନ ବିଧାୟକଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବି

ETVBHARAT 2025-04-22

Views 0

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ବିଜେଡିର କାର୍ଯ୍ୟାନୁଷ୍ଠାନ ଦାବି । ପୋଲିସ ମହାନିର୍ଦ୍ଦେଶକ ୱାଇ. ବି ଖୁରାନିଆଙ୍କୁ ଭେଟିଲା BJD ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ।

Share This Video


Download

  
Report form
RELATED VIDEOS