ଓଡ଼ିଶା ଛାଡିବେ 12 ପାକିସ୍ତାନୀ ! ହାଇଆଲର୍ଟରେ ରହିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ

ETVBHARAT 2025-04-25

Views 34

ଦୀର୍ଘ କାଳୀନ ଭିସାରେ ଓଡିଶାରେ ଥିବା ପାକିସ୍ତାନୀ ନାଗରିକ ଦେଶ ଛାଡିବେ । 12 ପାକିସ୍ତାନୀ ନାଗରିକ ଓଡିଶା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Share This Video


Download

  
Report form
RELATED VIDEOS