ମା' ତାରାତାରିଣୀଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ, ପୀଠ ପାଇଁ କଲେ ବଡ ଘୋଷଣା

ETVBHARAT 2025-05-08

Views 15

ଗଞ୍ଜାମ ଗସ୍ତରେ ଆସି ତାରାତାରିଣୀ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ପୀଠର ବିକାଶ ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଲେ ।

Share This Video


Download

  
Report form
RELATED VIDEOS