ମା' ବନଦୁର୍ଗା ପୀଠରେ 'ଅପରେସନ ସିନ୍ଦୂର' ବିଜୟ ଉତ୍ସବ

ETVBHARAT 2025-05-08

Views 5

ନବରଙ୍ଗପୁର ଉମରକୋଟରେ ଅପରେସନ ସିନ୍ଦୂର ବିଜୟ ଉତ୍ସବ । ସୀମାରେ ଯବାନଙ୍କ ସୁରକ୍ଷା ସହ ଦେଶର ବିଜୟ ପାଇଁ ମାଆ ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ।

Share This Video


Download

  
Report form
RELATED VIDEOS