ETV BHARAT SPECIAL; ମାତୃତ୍ଵ ଦିବସରେ ମା' ଆଖିରେ ଲୁହ, 'କେଉଁ ଜନ୍ମରେ ପାପ କରିଥିଲି ଆଜି ବୃଦ୍ଧାଶ୍ରମରେ..'

ETVBHARAT 2025-05-11

Views 12

ମମତାର ମହୋଦଧି ମା'... ପରିଣତ ବୟସରେ ବୃଦ୍ଧାଶ୍ରମରେ କଟୁଛି ଦିନ । ମାତୃତ୍ଵ ଦିବସରେ ବୃଦ୍ଧାଶ୍ରମରୁ ଦେଖନ୍ତୁ 'ଇଟିଭି ଭାରତ' ସମ୍ବାଦଦାତା ବିକାଶ କୁମାର ଦାଶ ଏହି ସ୍ପେଶାଲ ରିପୋର୍ଟ ।

Share This Video


Download

  
Report form
RELATED VIDEOS