ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ଓଡ଼ିଶାକୁ ଅଛି କି ନାହିଁ ବାତ୍ୟା ବିପଦ, ସ୍ପଷ୍ଟ କଲା IMD

ETVBHARAT 2025-05-14

Views 9

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପକାଇପାରେ । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ନାହିଁ ।

Share This Video


Download

  
Report form
RELATED VIDEOS