ସୂର୍ଯ୍ୟଘଡିରେ ପଡୁନି ସୂର୍ଯ୍ୟ କିରଣ, ନିଶ୍ଚିହ୍ନ ହୋଇଯିବ କି ଭିକ୍ଟୋରିଆଙ୍କ ସ୍ମୃତି ?

ETVBHARAT 2025-05-16

Views 14

ମହାରାଣୀ ଭିକ୍ଟୋରିଆଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସୂର୍ଯ୍ୟଘଡି । ଏବେ ମାଟିରେ ମିଶିବାକୁ ବସିଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ।

Share This Video


Download

  
Report form
RELATED VIDEOS