Rain Alert: ଏକା ସାଙ୍ଗରେ ଆସୁଛି ୨ଟି ଲଘୁଚାପ ! ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ETVBHARAT 2025-05-19

Views 9

ମେ' ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । କାଲିଠାରୁ ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୱାର୍ଣ୍ଣିଂ ଜାରି ।

Share This Video


Download

  
Report form
RELATED VIDEOS