ଡହ ଡହ ଖରାରେ ପଦଯାତ୍ରା: ଦୈନିକ ଚାଲୁଛନ୍ତି 20 କିଲୋମିଟର, ଦେଉଛନ୍ତି ଶାନ୍ତିର ବାର୍ତ୍ତା

ETVBHARAT 2025-05-20

Views 654

ବୟସ ୭୨ ବର୍ଷ । ପଦଯାତ୍ରାରେ ବାହାରିଛନ୍ତି ବରିଷ୍ଠ ନାଗରିକ । ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଓଡ଼ିଶାରେ ପହଞ୍ଚିଛି ।

Share This Video


Download

  
Report form
RELATED VIDEOS