ଘର ଭିତରୁ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର, ସନ୍ଦେହ ବଢାଇଲା ନିଆଁ

ETVBHARAT 2025-05-31

Views 46

ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତଦେହ ଉଦ୍ଧାର । ପରିବାର ଆଣିଲେ ହତ୍ୟା ଅଭିଯୋଗ । ଟାଉନ ପୋଲିସର ତଦନ୍ତ ଆରମ୍ଭ ।

Share This Video


Download

  
Report form
RELATED VIDEOS