ଏମିତି ଚାଲିଛି ମନରେଗା କାମ: କାମ କରୁଛି ମେସିନ୍‌, ହାତବାନ୍ଧି ବସିଛି ଶ୍ରମିକ !

ETVBHARAT 2025-06-06

Views 405

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ । ଶ୍ରମିକ ବଦଳରେ ମେସିନରେ କାମ କରାଯାଉଥିବା ଅଭିଯୋଗ । ସରକାରୀ ଅଧିକାରୀ କହିଲେ କାର୍ଯ୍ୟାନୁଷ୍ଠାନ ହେବ ।

Share This Video


Download

  
Report form
RELATED VIDEOS