CMOରୁ କହି ମାଗୁଥିଲା ଟଙ୍କା, ଗିରଫ କଲା କମିଶନରେଟ ପୋଲିସ

ETVBHARAT 2025-06-06

Views 15

ଭିମଟାଙ୍ଗିର ଜାନକୀ ବଲ୍ଲଭ ମହାପାତ୍ରକୁ ଗିରଫ କରିଛି କମିଶନରେଟ ପୋଲିସ । ନିଜକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସର କହି ଠକୁଥିଲା ।

Share This Video


Download

  
Report form
RELATED VIDEOS