ଆର୍ ଜି ଗ୍ୟାଙ୍ଗର 4 ଗିରଫ, ଦୀର୍ଘ ଦିନ ହେଲା ବାଲେଶ୍ବରରେ ଡକାୟତି କରୁଥିଲେ

ETVBHARAT 2025-06-07

Views 15

ଡକାୟତି ଯୋଜନା କରୁଥିବା ବେଳେ ପୋଲିସର ଏକ ସ୍ପେଶାଲ ଟିମ ଚାନ୍ଦିପୁର ଥାନା ଗବଗାଁ ନିକଟ ଗଙ୍ଗାରାମ ପଡ଼ିଆରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

Share This Video


Download

  
Report form
RELATED VIDEOS