ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମାଙ୍କୁ ବାନ୍ଧିଲା ଭିଜିଲାନ୍ସ, IAS ବାବୁଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ETVBHARAT 2025-06-09

Views 3

ଧର୍ମଗଡ ଉପଜିଲ୍ଲାପାଳ IAS ଧିମାନ୍ ଚକମାଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଭିଜିଲାନ୍ସ । ଗତକାଲି କ୍ରସର ମାଲିକଠୁ 10 ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

Share This Video


Download

  
Report form
RELATED VIDEOS