ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ମୁଖ୍ୟମନ୍ତ୍ରୀ କହିଲେ 'ବିମାନ ସେବାରେ ହବ୍ ହେବ ଓଡ଼ିଶା'

ETVBHARAT 2025-06-12

Views 0

ଭୁବନେଶ୍ବରରୁ ଆବୁଧାବି ଏବଂ ବିଶାଖାପାଟଣାକୁ ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ 'ରାଜ୍ୟରେ ବାଣିଜ୍ୟ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। '

Share This Video


Download

  
Report form
RELATED VIDEOS