ଯାଜପୁରରେ ଡାଇରିଆ ପରେ ହଇଜା ଭୟ: 11 କଲେରା ପଜିଟିଭ, ଭୋଜି ଭାତ ବ୍ୟାନ

ETVBHARAT 2025-06-14

Views 7

ଯାଜପୁର ଜିଲ୍ଲାରେ 21ଟି ନମୁନାରୁ 11 କଲେରା ପଜିଟିଭ ଚିହ୍ନଟ । ରଜ ଉତ୍ସବରେ ଭୋଜିଭାତ ବ୍ୟାନ । ଯାଜପୁରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା ।

Share This Video


Download

  
Report form
RELATED VIDEOS