କେମିତି ପ୍ରସ୍ତୁତ ହୁଏ ଫୁଲୁରି ତେଲ ? ଶ୍ରୀଅଙ୍ଗରେ ଏହାକୁ ଲଗାଇ ସୁସ୍ଥ ହେବେ ମହାପ୍ରଭୁ

ETVBHARAT 2025-06-16

Views 1

ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି । ଆଜି ପଞ୍ଚମ ଦିନରେ ଜ୍ବରରୁ ଉପଶମ ପାଇଁ ଶ୍ରୀଅଙ୍ଗରେ ଆଜି ଲାଗିବ ଫୁଲୁରି ତେଲ ।

Share This Video


Download

  
Report form
RELATED VIDEOS