ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍‌

ETVBHARAT 2025-06-19

Views 16

ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ଆଇଟି ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର 20 ସ୍ଥାନରେ ରେଡ୍‌ ।

Share This Video


Download

  
Report form
RELATED VIDEOS