ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ସୁସ୍ଥ କାମନା ସହ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେବେ ନେତା

ETVBHARAT 2025-06-19

Views 6

ସର୍ଭାଇକାଲ ଆଥ୍ରାଇଟିସରେ ପୀଡ଼ିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 22 ତାରିଖରେ ହେବ ଅସ୍ତ୍ରୋପଚାର ।

Share This Video


Download

  
Report form
RELATED VIDEOS