ପେଶା ଓକିଲାତି ନିଶା ଅନ୍ଯର ଜୀବନ ବଞ୍ଚାଇବା, 43ବର୍ଷ ବୟସରେ 58 ଥର ରକ୍ତଦାନ

ETVBHARAT 2025-06-23

Views 125

କଟକ ଜିଲ୍ଲା ନିଆଳି ବ୍ଳକର ସେକ୍. ଅବଦୁଲ ବାରି । 20 ବର୍ଷ ହେଲା ରକ୍ତଦାନ କରି ଆସୁଛନ୍ତି । ମୁସଲମାନ ହୋଇଥିଲେ ମଧ୍ୟ ହିନ୍ଦୁ ଧର୍ମଗ୍ରନ୍ଥ ନିର୍ଭୁଲ ଭାବେ ପଢିପାରୁଛନ୍ତି ।

Share This Video


Download

  
Report form
RELATED VIDEOS