ମୋହନଙ୍କ ବଡ଼ଭେଟି: ମହାନଗର ନିଗମ ହେବ ପୁରୀ, ସ୍ଥାପନ ହେବ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର

ETVBHARAT 2025-07-04

Views 8

ମହାନଗର ନିଗମ ହେବ ପୁରୀ ପୌରପାଳିକା । ଆଜି ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Share This Video


Download

  
Report form
RELATED VIDEOS