ପୁରୀରେ ହେବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ରାଞ୍ଚିରେ କଣ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ?

ETVBHARAT 2025-07-11

Views 5

ପୁରୀରେ ହେବ ଆସନ୍ତା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ମୋବାଇଲ ନେଟୱାର୍କ ଓ ବ୍ୟାଙ୍କ ଶାଖା ଖୋଲିବାକୁ ଦାବି ରଖିଲା ଓଡିଶା ।

Share This Video


Download

  
Report form
RELATED VIDEOS