ବସ ବନ୍ଦ ଅଟୋ ଭଡା ଆକାଶଛୁଆଁ, SCBରେ ପହଞ୍ଚିବାକୁ କଲବଲ ରୋଗୀ ଓ ସମ୍ପର୍କୀୟ

ETVBHARAT 2025-07-11

Views 5

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ବସ ଚଳାଚଳ ବାଧାପ୍ରାପ୍ତ । ଆଉ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଅନେକ ଗୁରୁତର ରୋଗୀ ଓ ସମ୍ପର୍କୀୟ।

Share This Video


Download

  
Report form
RELATED VIDEOS