ପ୍ରବଳ ବର୍ଷା ସହ ଘଡଘଡି ଚେତାବନୀ, ଏହି ସବୁ ଜିଲ୍ଲାକୁ ସତର୍କ କରାଇଲା IMD

ETVBHARAT 2025-07-13

Views 1

ଆସନ୍ତା 17 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କଲା ପାଣିପାଗ ବିଭାଗ ।

Share This Video


Download

  
Report form
RELATED VIDEOS