ପଥର ଖଣି ଅଘଟଣରେ ଚାଲିଗଲେ ରୋଜଗାରିଆ ପୁଅ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

ETVBHARAT 2025-08-04

Views 26

ଗଞ୍ଜାମ ଓ ଗଜପତିରେ ଶୋକର ଛାୟା । ଆନ୍ଧ୍ରରେ ପଥର ଖଣି ଅଘଟଣରେ ଆଖି ବୁଜିଛନ୍ତି ଓଡ଼ିଶାର 6 ଶ୍ରମିକ ।

Share This Video


Download

  
Report form
RELATED VIDEOS