ଆନ୍ଧ୍ର ପଥର ଖଣି ମୃତକଙ୍କ ଶେଷକୃତ୍ୟ, ବାହୁନି କାନ୍ଦୁଛି ମା', ଶୋକରେ ବୁଡିଲା ଗାଁ

ETVBHARAT 2025-08-05

Views 29

ଆନ୍ଧ୍ରପ୍ରଦେଶରେ ମୃତ ଶ୍ରମିକଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିଛି । ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଛି । ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମନ୍ତ୍ରୀ ।

Share This Video


Download

  
Report form
RELATED VIDEOS