ବନ୍ଧୁକରେ ଖେଳୁ ଖେଳୁ ଫୁଟିଗଲା ଗୁଳି, ଆହତ ଯୁବକଙ୍କ ସହ 2 ଜଣ ଗିରଫ୍

ETVBHARAT 2025-08-05

Views 6

କଟକ ଡିସିପିଙ୍କ ସୂଚନା ମୁତାବକ, କେହି ଗୁଳି ମାଡ଼ କରି ନଥିଲେ ବରଂ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଫୁଟିଥିଲା ଗୁଳି।

Share This Video


Download

  
Report form
RELATED VIDEOS