ରାସ୍ତା ନା ମରଣଯନ୍ତା; ଦୁର୍ଦ୍ଦଶା ଭୋଗୁଛନ୍ତି ଆଶା ସାଗରପଡ଼ା ବାସିନ୍ଦା

ETVBHARAT 2025-08-07

Views 17

ରାସ୍ତା ସମସ୍ୟାକୁ ନେଇ ଭବାନୀପାଟଣା ପୌରପରିଷଦ ୱାର୍ଡ ନମ୍ବର ୭ରେ ତେଜୁଛି ଜନ ଅସନ୍ତୋଷ । ଆଣ୍ଠୁଏ କାଦୁଆ ରାସ୍ତାରେ ଯାତାୟତ କରୁଛନ୍ତି ଲୋକେ, ପ୍ରତିଶ୍ରୁତି ଦେଇ ଚୁପ୍ ବସିଛି ପ୍ରଶାସନ ।

Share This Video


Download

  
Report form
RELATED VIDEOS