ଗରିବ କଲ୍ୟାଣ ଓ ବିକାଶ ସମାବେଶ: 'ଗଞ୍ଜାମର ବିକାଶ ହେଲେ ଓଡିଶାର ବିକାଶ ହେବ'

ETVBHARAT 2025-08-11

Views 3

ଛତ୍ରପୁରରେ ଆୟୋଜିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ଗଞ୍ଜାମର କୁଶଳୀ ମାନବ ସମ୍ବଳକୁ ଉପଯୋଗ କରି ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ।

Share This Video


Download

  
Report form
RELATED VIDEOS