ନା କହିପାରନ୍ତି ନା ଶୁଣିପାରନ୍ତି, ଠାରରେ ବାଢୁଛନ୍ତି ବିଦ୍ୟାଦାତାଙ୍କୁ ଭକ୍ତିର ଅର୍ଘ୍ୟ

ETVBHARAT 2025-08-25

Views 8

କଟକ ତୁଳସୀପୁରର ମୁକ ଓ ବଧିର ସଂଘ । 15 ବର୍ଷ ଧରି ଗଢୁଛନ୍ତି ଗଣେଶଙ୍କ ମୂର୍ତ୍ତି ଆଉ ସାଙ୍କେତିକ ଭାଷାରେ କରୁଛନ୍ତି ପୂଜାର୍ଚ୍ଚନା ।

Share This Video


Download

  
Report form
RELATED VIDEOS