ବାରୁଦ ଗଦାରେ ବିଜେଡି, ଆଗାମୀ ଦିନରେ ହୋଇପାରେ ଭୟଙ୍କର ବିସ୍ଫୋରଣ !

ETVBHARAT 2025-08-29

Views 3

ଆଗାମୀ ଦିନରେ ବିଜେଡି ରାଜନୀତି ଭୟଙ୍କର ରୁପ ନେବ । ବିଜେଡି ବର୍ତ୍ତମାନ ଏକ ବାରୁଦଗଦାରେ ଛିଡା ହୋଇଛି । ଆଗାମୀ ଦିନରେ ଏହି ବାରୁଦଗଦାରେ ବିସ୍ଫୋରଣ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

Share This Video


Download

  
Report form
RELATED VIDEOS