30 ଆଦିବାସୀ ମହିଳାଙ୍କୁ ସାବଲମ୍ବୀ କରିଛି ମହୁଚାଷ, ବର୍ଷକରେ 200 କେଜି ଉତ୍ପାଦନ

ETVBHARAT 2025-09-03

Views 15

ମୂଷାକାନିର ଆଦିବାସୀ ମହିଳାମାନଙ୍କୁ ରୋଜଗାର ଦେଇଛି ମହୁ ଚାଷ । 150 ମହୁମାଛି ବାକ୍ସରୁ ପ୍ରଥମ ବର୍ଷରେ 1,60,000 ଟଙ୍କା ଆୟ ।

Share This Video


Download

  
Report form
RELATED VIDEOS