ପିପିଲିରେ ସାର ସଙ୍କଟ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ

ETVBHARAT 2025-09-05

Views 0

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଚାଷୀଙ୍କୁ ସଠିକ୍ ପରିମାଣର ସାର ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି ହେତୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।

Share This Video


Download

  
Report form
RELATED VIDEOS