54 ବର୍ଷରେ ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାର, 3 ଦଶନ୍ଧିର ଯାତ୍ରା, 700 ଗୀତର ସ୍ରଷ୍ଟା

ETVBHARAT 2025-09-11

Views 15

1991ରେ 'ଦସ୍କି ଗଲା' ସହ ସଙ୍ଗୀତ ଜଗତରେ ଡେବ୍ୟୁ । ଭକ୍ତି ସଙ୍ଗୀତ ହେଉ ଅବା ସମ୍ବଲପୁରୀ, ଓଲିଉଡ ହେଉ ଅବା ଆଲବମ୍ ସବୁଥିରେ ମାହିର ଓଡି଼ଆ ଇଣ୍ଡଷ୍ଟ୍ରିର 'ଦାଦା' ।

Share This Video


Download

  
Report form