ପୁରୀ-କୋଣାର୍କରେ ପର୍ଯ୍ୟଟକଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା, ରାତିରେ ମୁତୟନ ହେଉଛନ୍ତି ସଶସ୍ତ୍ର ପୋଲିସ

ETVBHARAT 2025-09-12

Views 6

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା । ବେଳାଭୂମି ସମେତ ପୁରୀ କୋଣାର୍କ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଚି ।

Share This Video


Download

  
Report form
RELATED VIDEOS