ନିର୍ମାଣ ହେବ ନୂଆ ଲୋକସେବା ଭଵନ

ETVBHARAT 2025-09-20

Views 3

ଓଡ଼ିଶାର ପାୱାର କରିଡର କୁହାଯାଉଥିବା ଲୋକସେବା ଭବନର ଠିକଣା ବଦଳିବ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Share This Video


Download

  
Report form
RELATED VIDEOS