ସମୁଦ୍ରରେ ବଜ୍ରପାତ; ମାଛ ମାରିବାକୁ ଯାଇ ବାପା ମୃତ, ପୁଅ ନିଖୋଜ

ETVBHARAT 2025-09-22

Views 3

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ବାପା ପୁଅ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିଲେ । ବଜ୍ରପାତ ଘଟି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ନିଖୋଜ ଅଛି ।

Share This Video


Download

  
Report form
RELATED VIDEOS