ଡିଜେ କଟକଣା ପରେ ବଢୁଛି ପାରମ୍ପରିକ ବାଦ୍ୟ ପ୍ରତି ଆଗ୍ରହ, ଏଥର ଦଶହରାରେ ମତୁଆଲା କରିବ ସ୍ୱଦେଶୀ ବାଦ୍ୟ

ETVBHARAT 2025-09-25

Views 9

ଡ଼ିଶାର ପାରମ୍ପରିକ ହାତ ବାଦ୍ୟର ଚାହିଦା ବଢୁଛି। ଅନେକ ପୂଜା ମଣ୍ଡପ ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରତି ଆଗ୍ରହ ଦେଖାଇବା ସହ ବୁକିଂ ମଧ୍ୟ କରି ସାରିଲେଣି।

Share This Video


Download

  
Report form
RELATED VIDEOS