ପୂଜାଛୁଟି ଆସିଲା, ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା କାହିଁକି ଆରମ୍ଭ ହେଉନି ? ତେଜିଲା ରାଜନୀତି

ETVBHARAT 2025-09-27

Views 0

ବିଜେଡି ସରକାର ସମୟରେ କଲେଜ ନିର୍ବାଚନ 8 ବର୍ଷ ବନ୍ଦ ଥିଲା । ମୋହନ ସରକାର ଆସିବାର 15 ମାସ ବିତିଲାଣି, କିନ୍ତୁ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିିୟା ଆରମ୍ଭ ହେଲାନି ।

Share This Video


Download

  
Report form
RELATED VIDEOS