ନବମୀରେ ମା'ଙ୍କୁ ଲାଗି ହୁଏ ମାଛ ଭୋଗ, କେବେଠୁ ଏହି ପରମ୍ପରା ?

ETVBHARAT 2025-10-01

Views 12

ମହାନବମୀରେ ଲାଗି ହୁଏ ମାଛ ଭୋଗ । ଚାନ୍ଦିନୀଚୌକ ପୂଜା ମଣ୍ଡପରେ ନବମୀରେ ମାଛ ଭୋଗ ଲାଗୁ କରାଯାଏ । ଏହି ଭୋଗକୁ ଲୋକଙ୍କୁ ମାଟି କୁଡ଼ୁଆରେ ବଣ୍ଟାଯାଏ ।

Share This Video


Download

  
Report form
RELATED VIDEOS