ଏଠି ଗଧ ଉପରେ ବିରାଜନ୍ତି ଗଣେଶ, ନାରୀ ରୂପେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ

ETVBHARAT 2025-10-01

Views 12

ଭୁବନେଶ୍ବରର ଏପରି ଏକ ସ୍ବତନ୍ତ୍ର ମନ୍ଦିର ରହିଛି, ଯେଉଁଠି ଗଣେଶ ନାରୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବାହନ ରୂପେ ମୂଷା ବଦଳରେ ଗଧ ଉପରେ ବିରାଜିଥାନ୍ତି ଭଗବାନ ।

Share This Video


Download

  
Report form
RELATED VIDEOS